Meaning : ଅନ୍ୟକୁ ଛାଡ଼ି ବା ଅନ୍ୟ କିଛି ନାହିଁ
Example :
ଏହି ସମୟରେ କେବଳ ଭଗବାନ ହିଁ ତାକୁ ସହାୟତା କରିପାରିବେ ମୁଁ ଖାଲି ଏମିତି ପଚାରୁଛି
Translation in other languages :
Meaning : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
Example :
ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
Translation in other languages :
Holding or containing nothing.
An empty glass.Meaning : ଯେ କୌଣସି କାମରେ ବ୍ୟସ୍ତ ନୁହେଁ
Example :
ମୁଁ ଏବେ ଖାଲି ଅଛି
Synonyms : କର୍ମଶୂନ୍ୟ
Translation in other languages :