Meaning : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
Example :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
Synonyms : ଅମିଶା, ଅସଲି, ଖାଣ୍ଟି, ବିଶୁଦ୍ଧ, ଭଲ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.