Subscribe
URL of the page has been copied to clipboard.
Meaning : ଗଣ୍ଡଦୂର୍ବା ବା ଗାଣ୍ଡର ନାମକ ଘାସର ପ୍ରସିଦ୍ଧ ସୁଗନ୍ଧିତ ମୂଳ
Example : କୁଲରରେ ବେଣାଚେରର ବ୍ୟବହାର ହୋଇଥାଏ
Synonyms : ଉଶୀର, ବେଣା ଚେର, ବେଣା ମୂଳ
Translation in other languages :हिन्दी
गंडदूर्वा या गाँडर नाम की घास की प्रसिद्ध सुगंधित जड़।
Meaning : ଏକ ପ୍ରାଚୀନ ଭାରତୀୟ ମାପ
Example : ଆଠଟି ଖସଖସ ଏକ ଚାଉଳସହ ଓ ଆଠଟି ଚାଉଳ ଏକ ରତିସହ ସମାନ
एक प्राचीन भारतीय तौल।
Install App