Subscribe
URL of the page has been copied to clipboard.
Meaning : ଯାହାର ମନ୍ଦ ଚିନ୍ତାଧାରା ବା କୁବିଚାର ବ୍ୟକ୍ତି
Example : ଖଳ ଲୋକଙ୍କଠାରୁ ଦୂରରେ ରହିବା ଉଚିତ
Synonyms : କପଟୀ, ଦୁର୍ଜନକୁବିଚାର, ମନ୍ଦ ଚିନ୍ତାଧାରା
Translation in other languages :हिन्दी
वह जिसकी नीयत बुरी हो या बुरे आशयवाला व्यक्ति।
Meaning : ଦୁଷ୍ଟ ବା ଖରାପ ବ୍ୟକ୍ତି
Example : ଦୁର୍ଜନ ସଂଗତିରୁ ଦୂରରେ ରୁହ
Synonyms : ଦୁରାତ୍ମା, ଦୁର୍ଜନ, ଦୁଷ୍ଟ, ଦୁଷ୍ଟାତ୍ମା, ପାଜୀ, ଶଠ, ହରାମି, ହାରାମଜାଦା
Translation in other languages :हिन्दी English
दुष्ट या खोटा व्यक्ति।
A wicked or evil person. Someone who does evil deliberately.
Meaning : ଦୁଷ୍କର୍ମ କରିବା ଲୋକ ବା ଯିଏ ଭଲ କାମ କରେ ନାହିଁ
Example : ଦୁଷ୍କର୍ମକୁ ଡର ଦୁଷ୍କର୍ମା ବ୍ୟକ୍ତିକୁ ନୁହେଁ
Synonyms : ଅପକର୍ମା, କୁକର୍ମା, ଦୁଷ୍କର୍ମା
दुष्कर्म करनेवाला या जो अच्छा कर्म न करता हो।
Morally bad in principle or practice.
Meaning : ଯିଏ ଦୁଷ୍ଟ ବା ଦୁଷ୍ଟପରି କାମ ବା ବ୍ୟବହାର କରେ
Example : ଦୁଷ୍ଟ ବ୍ୟକ୍ତି ସବୁବେଳେ ଅନ୍ୟର ଖରାପ ଚାହେଁ
Synonyms : ଅଧମ, ଅସାଧୁ, ଦୁର୍ଜନ, ଦୁଷ୍ଟ, ପାଜି, ମନ୍ଦ, ଶଠ, ହାରାମୀ
जो दुष्टतापूर्वक काम या व्यवहार करता हो।
Install App