Subscribe
URL of the page has been copied to clipboard.
Meaning : ପତ୍ରକୁ ଯୋଡ଼ି ତିଆରି କରାଯାଇଥିବା ଏକ ବଡ଼ ଗୋଲାକାର ଆଧାର ଯାହାଉପରେ ଖାଇବାପାଇଁ ଖାଦ୍ୟ ବଢ଼ାଯାଏ
Example : ସମାରୋହରେ ସମସ୍ତ ଆଗନ୍ତୁକ ପଙ୍ଗତରେ ବସି ଖଲିପତ୍ରରେ ଖାଉଥିଲେ
Synonyms : ପତ୍ର
Translation in other languages :हिन्दी
बड़े पत्ते या पत्तों को जोड़कर बनाया हुआ थाली के समान वह बड़ा गोलाकार आधार जिस पर खाने आदि के लिए चीज़ें रखी जाती हैं।
Install App