Meaning : ଗୁଣ, ରୂପଆଦିରେ ବିକାର ହେବା ବା ଖରାପ ହୋଇଯିବା
Example :
ଏହି ଯନ୍ତ୍ର ଖରାପ ହୋଇଯାଇଛି
Synonyms : କାମ ନକରିବା, ବିକୃତହେବା, ବିଗିଡ଼ିଯିବା
Translation in other languages :
गुण, रूप, आदि में विकार होना या खराबी आना।
यह यंत्र बिगड़ गया है।