Meaning : ଦଲାଣ ବା ବାରଣ୍ଡା କାନ୍ଥରେ ଦିଆଯାଇଥିବା ଅର୍ଦ୍ଧଗୋଲାକାର ଖମ୍ବ
Example :
ବୋହୂ ଖମ୍ବକୁ ଆଉଜି ସ୍ବେଟର ବୁଣୁ ଥିଲା
Translation in other languages :
Meaning : ପଥର, କାଠଆଦିରେ ବନାଯାଇଥିବା ଗୋଲିଆ ବା ଚାରିକୋଣିଆ ଉଚ୍ଚା ଖଣ୍ଡ ବା ଏହି ଆକାରର କୌଣସି ସଂରଚନା
Example :
ଖମ୍ବରୁ ଭଗବାନ ନରସିଂହ ପ୍ରକଟ ହୋଇଥିଲେ
Translation in other languages :