Meaning : ମାଟିର(ପୋଡ଼ା ହୋଇଥିବା)ଚାରିକୋଣିଆ ବା ଅର୍ଦ୍ଧଗୋଲାକାର ଆକୃତି ଯାହାକୁ ଛାଉଣିରେ ବ୍ୟବହାର କରାଯାଏ
Example :
ଅଧିକତର ମାଟି ଘର ଖପରଲିରେ ଛପର ହୋଇଥାଏ
Translation in other languages :
Meaning : ମାଟିରେ ତିଆରି କରାଯାଇଥିବା ଅର୍ଦ୍ଧବୃତ୍ତାକାର ଖପରା ଯେଉଁଥିରେ ଘର ଛପର କରାଯାଏ
Example :
କୃଷକ ଭାଙ୍ଗିଯାଇଥିବା ଖପରକୁ ବଦଳାଉଛି
Translation in other languages :
अर्द्धवृत्ताकार मिट्टी का पका हुआ वह खपड़ा जिससे मकान छाते हैं।
किसान टूटे हुए नरिये को बदल रहा है।