Meaning : କଟା ହୋଇଥିବା
Example :
ରୀମାର କଟା ହାତ ଦେଖି ସେ ଡରିଗଲା
Translation in other languages :
Meaning : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
Example :
ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର
Synonyms : ବିଖଣ୍ଡିତ, ଭଗ୍ନ, ଭଙ୍ଗା
Translation in other languages :
Physically and forcibly separated into pieces or cracked or split.
A broken mirror.