Subscribe
URL of the page has been copied to clipboard.
Meaning : କୌଣସି ଖଟାଳିଆ ଜିନିଷ
Example : ଆମ୍ବ, ତେନ୍ତୁଳି, ଲେମ୍ବୁ ଆଦିରେ ଖଟା ତିଆରି ହୁଏ
Synonyms : ଆମ୍ବିଳ, ଖଟେଇ
Translation in other languages :हिन्दी
कोई खट्टी चीज़।
Meaning : କଞ୍ଚା ଆମ୍ବ, ତେନ୍ତୁଳିଆଦିର ସ୍ୱାଦ
Example : ଖଟା ଫଳଗୁଡ଼ିକରେ ଭିଟାମିନ ସି’ର ମାତ୍ରା ଅଧିକ
Synonyms : ଅମ୍ଳୀୟ, ଆମ୍ବିଳିଆ
Translation in other languages :हिन्दी English
कच्चे आम, इमली, आदि के स्वाद का।
One of the four basic taste sensations. Like the taste of vinegar or lemons.
Meaning : ଅତ୍ୟଧିକ ଖଟା
Example : ଖଟାଳିଆ ଫଳ ଖାଇବା ପରେ ମୋ ଦାନ୍ତ ଦରଜ ହୋଇଗଲା
Synonyms : ଖଟାଳିଆ
अत्यधिक खट्टा।
Having a sharp biting taste.
Install App