Meaning : ଶରତ ଓ ଶୀତଦିନେ ଦେଖା ଯାଉଥିବା ଏକ ପକ୍ଷୀ
Example :
ଏକ ଲୋକକଥା ଅନୁସାରେ ନାଗଫଣା ଉପରେ ବସିଥିବା ଖଞ୍ଜନ ଦେଖିଲେ ଶୁଭ ହୋଇଥାଏ
Synonyms : କଜଳ ପାତିଆ ପକ୍ଷୀ, କାଳକଣ୍ଠ
Translation in other languages :
Old World bird having a very long tail that jerks up and down as it walks.
wagtailMeaning : ଖଞ୍ଜନ ପକ୍ଷୀ ରଙ୍ଗର ଘୋଡ଼ା
Example :
ଶତ୍ରୁପକ୍ଷର ଅଧିକାଂଶ ସୈନିକ ଖଞ୍ଜନ ଉପରେ ସବାର ହୋଇଥିଲେ
Translation in other languages :