Meaning : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
Example :
ଆକାଶରେ କଳା ବାଦଲ ଘେରି ରହିଛି ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
Synonyms : ଅମ୍ବର, ଆକାଶ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ, ଶୂନ୍ୟ
Translation in other languages :
खुले स्थान में ऊपर की ओर दिखाई देने वाला खाली स्थान।
आकाश में काले बादल छाये हुए हैं।The atmosphere and outer space as viewed from the earth.
skyMeaning : ଖଗୋଳୀୟ ପିଣ୍ଡ ରହୁଥିବା ସ୍ଥାନ
Example :
ଶ୍ୟାମ ଖଗୋଳୀୟ_କ୍ଷେତ୍ର ସମ୍ପର୍କରେ ଅଧିକରୁ ଅଧିକ ଜାଣିବାପାଇଁ ଇଚ୍ଛୁକ
Synonyms : ଆକାଶ ମଣ୍ଡଳ, ଖଗୋଳୀୟ କ୍ଷେତ୍ର, ନଭୋମଣ୍ଡଳ, ଭାବମଣ୍ଡଳ
Translation in other languages :