Meaning : କୌଣସି ବିଶେଷ କାର୍ଯ୍ୟପାଇଁ କରାଯାଇଥିବା ସେହି ଆୟୋଜନ ଯେଉଁଥିରେ ଲୋକଙ୍କ ଅଂଶ ଗ୍ରହଣ କରିବା ଅପେକ୍ଷିତ ହୋଇଥାଏ
Example :
ଏହି ଶିବିର ଦୁଇ ଦିନ ଚାଲିବ
Synonyms : ଶିବିର
Translation in other languages :
Meaning : ଶିଶୁମାନେ ଗରମରୁ ସୁରକ୍ଷା ପାଇବାଲାଗି ଦେଖାଶୁଣା କରିବା ଏବଂ ଏଥିନେଇ କ୍ରିୟାକଳାପର ବ୍ୟବସ୍ଥା କରାଯାଇଥିବା କ୍ଷେତ୍ର
Example :
ଆମ ସ୍କୁଲର ପିଲେ କ୍ୟାମ୍ପକୁ ଯାଉଛନ୍ତି
Synonyms : କ୍ୟାଂପ
Translation in other languages :
Temporary lodgings in the country for travelers or vacationers.
Level ground is best for parking and camp areas.Meaning : ଗୋଟିଏ ଶିବିରରେ ଏକ ସାଥୀରେ ରହୁଥିବା ଲୋକସମୂହ
Example :
ଶ୍ୟାମର ଥଟ୍ଟାମଜା ଶୁଣି ସାରା ଶିବିର ହସରେ ଫାଟିପଡ଼ିଲା
Translation in other languages :
Meaning : ଏହି ସ୍ଥାନ ଯେଉଁଠି ଅସ୍ଥାୟୀ ଭାବରେ କେତେକ ଲୋକ କୌଣସି ବିଶେଷ କାର୍ଯ୍ୟ ବା ଉଦ୍ଦେଶ୍ୟରେ ମିଳିତ ହୋଇଥାନ୍ତି
Example :
ମୋତିଆବିନ୍ଦୁର ମାଗଣା ଚିକିତ୍ସା କରିବାପାଇଁ ଡାକ୍ତରମାନେ ଦଶଦିନିଆ ଶିବିରର ଆୟୋଜନ କରିଛନ୍ତି
Translation in other languages :
A site where people on holiday can pitch a tent.
bivouac, campground, camping area, camping ground, camping site, campsite, encampment