Meaning : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
Example :
ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
Translation in other languages :
A white nutritious liquid secreted by mammals and used as food by human beings.
milkMeaning : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
Example :
ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
Synonyms : ଖିର, ବୃକ୍ଷର ନିର୍ଯାସ, ରସ
Translation in other languages :
A milky exudate from certain plants that coagulates on exposure to air.
latex