Meaning : ସମସ୍ତ ପ୍ରାଣୀଙ୍କ ମୂଳ ସଂରଚନାତ୍ମକ ଏବଂ କାର୍ଯ୍ୟାତ୍ମକ ଏକକ ଯେଉଁଥିରେ ପ୍ରାଣୀମାନଙ୍କର ସୃଷ୍ଟି ହୋଇଥାଏ
Example :
ଅନୁବୀକ୍ଷଣ ଯନ୍ତ୍ରରେ ଦେଖିଲେ କୋଷିକା ଗୋଟିଏ କୋଠରୀ ଭଳି ଦେଖାଯାଏ
Synonyms : କୋଷାଣୁ
Translation in other languages :
(biology) the basic structural and functional unit of all organisms. They may exist as independent units of life (as in monads) or may form colonies or tissues as in higher plants and animals.
cell