Meaning : କେବେ ନା କେବେ
Example :
ତାକୁ ମୋ କଥା କେବେ ନା କେବେ ମାନିବାକୁ ପଡ଼ିବ
Synonyms : କେବେ ନା କେବେ, କେବେହେଲେ ବି, ବିଳମ୍ବରେ ବା ସହଳ
Translation in other languages :
At some indefinite or unstated time.
Let's get together sometime.Meaning : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
Example :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
Translation in other languages :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।