Meaning : କୌଣସି ଅବସରରେ
Example :
ମୁଁ କେବେ ବି ଆପଣଙ୍କ କାମରେ ଆସିବି
Synonyms : କେତେବେଳେ, କୌଣସି ଅବସରରେ, କୌଣସି ସମୟରେ
Translation in other languages :
Meaning : କେବେ ନୁହେଁ ବା ଶତପ୍ରତିଶତ କୌଣସି ସମୟରେ ବି ନୁହେଁ
Example :
ମୁଁ କେବେ ଖରାପ କାମ କରିବି ନାହିଁତୁମେ ମିଛ କହୁଛ ବୋଲି ମୁଁ କେବେ କହିଲି?
Translation in other languages :
कभी नहीं या शत-प्रतिशत किसी भी समय नहीं।
मैं गलत काम कभी नहीं करूँगा।