Subscribe
URL of the page has been copied to clipboard.
Meaning : ପୁରାଣାନୁସାରେ ଯେଉଁ ରାକ୍ଷସଙ୍କୁ ନବଗ୍ରହଙ୍କ ମଧ୍ୟରେ ଗଣାଯାଏ
Example : ଶାସ୍ତ୍ର ଅନୁସାରେ କେତୁ ସୂର୍ଯ୍ୟଦେବଙ୍କ ଉପରେ ଆକ୍ରମଣ କରେ ଯେଉଁ କାରଣରୁ ସୂର୍ଯ୍ୟଗ୍ରହଣ ଲାଗେ
Synonyms : କବନ୍ଧ
Translation in other languages :हिन्दी
पुराणानुसार एक राक्षस का नाम जो नौ ग्रहों में माना जाता है।
Meaning : ନବଗ୍ରହଙ୍କ ମଧ୍ୟରୁ ଜଣେ
Example : କେତୁଙ୍କୁ ଅଶୁଭ ଗ୍ରହ ବୋଲି ବିଚାର କରାଯାଏ
Synonyms : କେତୁଗ୍ରହ
नवग्रहों में से एक।
Install App