Meaning : ବହୁତ କଥା କହୁଥିବା ବ୍ୟକ୍ତି
Example :
କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
Translation in other languages :
Meaning : କଥା କହିବାରେ ଚତୁର
Example :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
Synonyms : କଥାକୁହାଳିଆ, ବାକ୍ପଟୁ
Translation in other languages :
Expressing yourself readily, clearly, effectively.
Able to dazzle with his facile tongue.