Meaning : ଖରାପ ଶାସନ
Example :
କଂସର କୁଶାସନରେ ପ୍ରଜାମାନେ ଭୟଭୀତ ଥିଲେ
Synonyms : ଅନ୍ଧାରୀ ଶାସନ
Translation in other languages :
Meaning : କୁଶରେ ତିଆରି ଛୋଟ ପଟି
Example :
ପଣ୍ଡିତ କୁଶାସନ ଉପରେ ବସି ପୂଜା କରୁଛନ୍ତି
Translation in other languages :