Subscribe
URL of the page has been copied to clipboard.
Meaning : ଅନୁଚିତ ପରାମର୍ଶ
Example : ମନ୍ଥରାର କୁମନ୍ତ୍ରଣାରେ କୈକେୟୀ ଭଳି ଗଲେ
Synonyms : କୁପରାମର୍ଶ
Translation in other languages :हिन्दी
वह परामर्श जो ग़लत हो।
Meaning : କାହା ବିରୋଧରେ ଗୁପ୍ତଭାବରେ ନିଆଯିବା ପଦକ୍ଷେପ
Example : ସରକାରଙ୍କୁ ହଟେଇବାପାଇଁ ବିପକ୍ଷ ଦଳ ସର୍ବଦା କିଛି ନା କିଛି ଷଡ଼ଯନ୍ତ୍ର କରିଚାଲନ୍ତି
Synonyms : ଗୁପ୍ତବିଚାର, ଭିତରିମନ୍ତ୍ରଣା, ଷଡ଼ଯନ୍ତ୍ର
Translation in other languages :हिन्दी English
किसी के विरुद्ध गुप्त रुप से की जानेवाली कार्रवाई।
A plot to carry out some harmful or illegal act (especially a political plot).
Install App