Meaning : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
Example :
କଂସେଇ ଛେଳିର ଚମଡା ଉତାରୁଛି
Translation in other languages :
Peel off the outer layer of something.
peel offMeaning : କୋଷ, ଥଳି ଆଦିରୁ କୌଣସି ବସ୍ତୁକୁ ଜଲ୍ଦି ବା ଏକ ଝଟକାରେ ବାହାରକୁ ବାହାର କରିବା
Example :
ରାଜା ଖୋଳରୁ ତଲବାର କାଢ଼ିଲେ
Synonyms : ବାହାର କରିବା
Translation in other languages :
Move or pull with a sudden motion.
twitchMeaning : କୌଣସି ବାସନ ଭିତରୁ କିଛି ଜିନିଷଆଦି ବାହାର କରିବା
Example :
ମନିଶ ଛୋଟ ଡେକଚିରୁ ଭାତ ବାହାରକଲା
Synonyms : ବାହାର କରିବା
Translation in other languages :