Meaning : ଯେଉଁ ଉପକରଣକୁ ପାତ୍ର ମୁହଁରେ ରଖିକରି କୌଣସି ତରଳ ପଦାର୍ଥ ଢଳାଯାଏ
Example :
ତେଲ ତଳେ ଢାଳି ନହେବାପାଇଁ ସେ ଡବାମୁହଁରେ କାହାଳୀ ଲଗାଇଲା
Translation in other languages :
A conically shaped utensil having a narrow tube at the small end. Used to channel the flow of substances into a container with a small mouth.
funnelMeaning : ଧାତୁ, ପ୍ଲାସ୍ଟିକଆଦିର ବନାଯାଇଥିବା ଶଙ୍କୁ ଆକାରର ବସ୍ତୁ ଯାହାର ଅଗ୍ରଭାଗରେ ଛୋଟ ନଳୀ ଥାଏ
Example :
ଦୋକାନୀ କାହାଳୀଦ୍ୱାରା ବୋତଲକୁ ତେଲ ଢାଳନ୍ତି