Meaning : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
Example :
ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
Synonyms : ଅମର, ଅମର୍ତ୍ୟ, କାଳାତୀତ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
Translation in other languages :
Not subject to death.
immortal