Meaning : କୌଣସି କାରଣର ଉପାଦାନ ବା ଅଙ୍ଗ
Example :
ମାନସିକ ଉତ୍ତେଜନା ମଧୁମେହପାଇଁ ଗୋଟିଏ କାରକ ଉପାଦାନ ହୋଇପାରେ
Translation in other languages :
A determining or causal element or factor.
Education is an important determinant of one's outlook on life.