Subscribe
URL of the page has been copied to clipboard.
Meaning : ଯେଉଁଥିରେ କାମବାସନା ନାହିଁ
Example : ସ୍ୱାମୀ ବିବେକାନନ୍ଦ କାମନାହୀନ ବ୍ୟକ୍ତି ଥିଲେ
Synonyms : କାମହୀନ, ନିଷ୍କାମ, ବାସନାହୀନ
Translation in other languages :हिन्दी English
जिसमें काम वासना न हो।
Free from physical desire.
Meaning : ଯାହା କୌଣସି କାମନା ବା ଇଚ୍ଛା ବିନା କରାଯାଏ
Example : ଗୀତାରେ ନିଷ୍କାମ କର୍ମ କରିବାପାଇଁ ଗୁରୁତ୍ୱ ଦିଆଯାଇଛି
Synonyms : ନିଷ୍କାମ
जो बिना किसी कामना या इच्छा से किया जाए।
Install App