Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word କାବା from ଓଡ଼ିଆ dictionary with examples, synonyms and antonyms.

କାବା   ବିଶେଷ୍ୟ

Meaning : ଆରବର ମକ୍କା ସହରରେ ଥିବା ଗୋଟିଏ ଭବନ ଯେଉଁଠାକୁ ମୁସଲମାନମାନେ ହଜ୍‌ କରିବାକୁ ଯାଆନ୍ତି

Example : ଶେଖ ଅବ୍ଦୁଲ ରହମାନ କାବା ଯାଇଛ ନ୍ତି କାବା କଳା ପଥରରେ ତିଆରି ହୋଇଛି


Translation in other languages :

अरब के मक्का शहर की एक इमारत जहाँ मुसलमान हज करने जाते हैं।

शेख अब्दुल रहमान काबा गये हैं।
काबा काले पत्थरों से बना है।
काबा

କାବା   ବିଶେଷଣ

Meaning : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ

Example : ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା

Synonyms : ଆଚମ୍ବିତ, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି