Subscribe
URL of the page has been copied to clipboard.
Meaning : ଶରୀରସ୍ଥ ଉପରି ଭାଗ ଯେଉଁଠୁ ହସ୍ତ ବାହାରିଥାଏ
Example : ସେ କାନ୍ଧର ମାପ ନେଉଛି
Synonyms : ସ୍କନ୍ଧ
Translation in other languages :हिन्दी
तने का वह ऊपरी भाग जिसमें से डालियाँ निकलती हैं।
Meaning : ଶରୀରର ସେହିଭାଗ ଯାହା ବେକ ଓ ବାହୁର ମଝିରେ ଥାଏ
Example : ହନୁମାନ ରାମ ଓ ଲକ୍ଷ୍ମଣଙ୍କୁ ନିଜ ଦୁଇ କାନ୍ଧ ଉପରେ ବସେଇ ସୁଗ୍ରୀବଙ୍କ ପାଖକୁ ନେଇଗଲେ
Translation in other languages :हिन्दी English
शरीर का वह भाग जो गले और बाहुमूल के बीच में होता है।
The part of the body between the neck and the upper arm.
Install App