Meaning : ମାଟିଆ ବା ଖାକି ରଙ୍ଗର ଏକ ପକ୍ଷୀ ଯାହା ଗଛଆଦିର ଛାଲିକୁ ଖୁମ୍ପୁଥାଏ
Example :
କାଠଖୁମ୍ପିର ଥଣ୍ଟ ଲମ୍ବା ହୋଇଥାଏ
Synonyms : କାଠଖୁମ୍ପି
Translation in other languages :
Bird with strong claws and a stiff tail adapted for climbing and a hard chisel-like bill for boring into wood for insects.
pecker, peckerwood, woodpeckerMeaning : କାଠକୁ ଖୋଦନ କରିବା ବା କଣା କରୁଥିବା ପକ୍ଷୀ
Example :
କାଠଖୋଦନକାରୀ ପକ୍ଷୀର ମୁଣ୍ଡ ଉପରେ ଏକ ଚୁଳ ଥାଏ ଯେଉଁଥିରେ ସେ କାଠ କଣା କରେ
Synonyms : କାଠଖୋଦନକାରୀ