Meaning : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
Example :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
Synonyms : ଘାବରେଇଯିବା, ଚକିତହେବା, ଶଙ୍କିଯିବା
Translation in other languages :
Be overcome by a sudden fear.
The students panicked when told that final exams were less than a week away.