Subscribe
URL of the page has been copied to clipboard.
Meaning : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
Example : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
Synonyms : କର୍କଶ, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ, ଚଣ୍ଡୀ
Translation in other languages :हिन्दी English
जो कर्कश स्वभाव की हो या झगड़ा करती रहती हो।
Given to quarreling.
Install App