Subscribe
URL of the page has been copied to clipboard.
Meaning : ପାଣି ଭର୍ତ୍ତିକରିବା ବା ରଖିବାପାଇଁ ଗୋଟିଏ ଜାଗା
Example : ଖାଲି କଳଶରେ ପାଣି ଭର୍ତ୍ତି କରିଦିଅ
Synonyms : କୁମ୍ଭ, ଘଟ, ମାଠିଆ
Translation in other languages :हिन्दी English
पानी भरने या रखने का एक बर्तन।
A large vase that usually has a pedestal or feet.
Meaning : ମନ୍ଦିରଆଦିର ଚୂଡ଼ା ଉପରେ ତିଆରି ହୋଇଥିବା ବା ରଖା ଯାଇଥିବା କଳସ ଆକାରର ନିର୍ମାଣ
Example : ଏହି ମନ୍ଦିରର କଳଶ ସୁନାରେ ତିଆରି ହୋଇଛି
Translation in other languages :हिन्दी
मंदिर आदि के शिखर पर रखी हुई या बनी हुई कलश के आकार की संरचना।
Install App