Meaning : ତମ୍ବା, ପିତ୍ତଳଆଦି ବାସନରେ ଯେଉଁ ସବୁଜ ରଙ୍ଗର କଳଙ୍କି ଲାଗେ
Example :
ଅମ୍ଳ ପଦାର୍ଥରେ ମାଜିଲେ କଳଙ୍କି ଛାଡ଼ିଯାଏ
Translation in other languages :
Meaning : ଲୁହାର ଜଙ୍କ
Example :
ଲୁହା ଜିନିଷରେ ରଂଗର ପ୍ରଲେପ ଦେଲେ କଳଙ୍କିରୁ ସୁରକ୍ଷା ମିଳେ