Subscribe
URL of the page has been copied to clipboard.
Meaning : ପଶୁପକ୍ଷୀମାନଙ୍କର ଯକୃତ
Example : ସେ ଖାଇବାପାଇଁ ଛେଳି କଲିଜା ଭାଜୁଛି
Translation in other languages :हिन्दी English
पशु-पक्षियों का यकृत।
Liver of an animal used as meat.
Meaning : ଛାତି ଭିତରର ବାଁ ପଟେ ଥିବା ଏକ ଅବୟବ ଯାହାର ସ୍ପନ୍ଦନରେ ସାରା ଶରୀରର ନାଡ଼ିମାନଙ୍କରେ ରକ୍ତ ସଞ୍ଚାରଣ ଲାଗିରହିଥାଏ
Example : ହୃଦୟ ପ୍ରାଣୀମାନଙ୍କର ଗୋଟିଏ ମହତ୍ୱପୂର୍ଣ୍ଣ ଅଙ୍ଗ
Synonyms : ମରମଥଳ, ମର୍ମ, ମର୍ମ ସ୍ଥଳ, ହିଆ, ହୃଦୟ
Translation in other languages :हिन्दी
छाती के अंदर बायीं ओर का एक अवयव जिसके स्पन्दन से सारे शरीर की नाड़ियों में रक्त-संचार होता रहता है।
Meaning : ପେଟର ଦକ୍ଷିଣ ପାଖରେ ଥିବା ଥଳି ଯାହା କାମ କଲେ ଖାଦ୍ୟର ପରିପାକ ହୁଏ
Example : ଇଆଡ଼ୁ ଇଆଡ଼ୁ ଜିନିଷ ଖାଇଲେ ଯକୃତ ସମ୍ବନ୍ଧୀୟ ରୋଗ ହୋଇପାରେ
Synonyms : ଯକୃତ
पेट में दाहिनी ओर की वह थैली जिसकी क्रिया से भोजन पचता है।
Install App