Meaning : କାଳି ସହାଯ୍ୟରେ କାଗଜଆଦି ଉପରେ ଲେଖିବାର ଉପକରଣ
Example :
ଏହି କଲମ କେହି ଜଣେ ମୋତେ ଉପହାର ଭାବେ ପ୍ରଦାନ କରିଛି
Translation in other languages :
A writing implement with a point from which ink flows.
penMeaning : ବୃକ୍ଷର ସେହି ଶାଖା ଯାହା ଅନ୍ୟ ଜାଗାରେ ପୋତିବା ବା ଅନ୍ୟ ଗଛରେ ଯୋଡ଼ିବା ନିମନ୍ତେ କଟାଯାଏ
Example :
କଲମ ଉପାୟରେ ତିଆରି କରାଯାଇଥିବା ଗଛର ଫଳ ସ୍ୱାଦିଷ୍ଟ ଏବଂ ବଡ଼ ହୋଇଥାଏ
Translation in other languages :