Subscribe
URL of the page has been copied to clipboard.
Meaning : ପରିଶ୍ରମ କରିବା ବ୍ୟକ୍ତି
Example : ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ
Synonyms : ଅଦ୍ଧ୍ୟବସାୟୀ, ଉଦ୍ୟମୀ, କର୍ମଠ, ପରିଶ୍ରମୀ
Translation in other languages :हिन्दी English
परिश्रम करने वाला व्यक्ति।
One who works strenuously.
Meaning : ଯେ ପରିଶ୍ରମ କରେ
Example : ପରିଶ୍ରମୀ ବ୍ୟକ୍ତି ସବୁବେଳେ ସଫଳ ହୁଏ
Synonyms : ଅଧ୍ୟବସାୟୀ, କର୍ମଠ, ପରିଶ୍ରମୀ
जो परिश्रम करता हो।
Characterized by hard work and perseverance.
Install App