Meaning : ପରିଶ୍ରମ କରିବା ବ୍ୟକ୍ତି
Example :
ପରିଶ୍ରମୀକୁ ଅବଶ୍ୟ ସଫଳତା ମିଳେ
Synonyms : ଅଦ୍ଧ୍ୟବସାୟୀ, ଉଦ୍ୟମୀ, କର୍ମଶୀଳ, ପରିଶ୍ରମୀ
Translation in other languages :
One who works strenuously.
toilerMeaning : ସବୁ କାମ ଉତ୍ତମ ରୂପେ ଅମଳ କରୁଥିବା ବା ନିଜ କର୍ତ୍ତବ୍ୟର ଉଚିତ୍ ପାଳନ କରୁଥିବା ବ୍ୟକ୍ତି
Example :
ରାଜା ଯୋଗ୍ୟ ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅର୍ପଣ କରି ନିଶ୍ଚିନ୍ତ ହେଲେ
Synonyms : ଅମଳୀ, କର୍ମନିରତ, କାର୍ଯ୍ୟଦକ୍ଷ୍ୟ, ଯୋଗ୍ୟ
Translation in other languages :
Having authority or ascendancy or influence.
An important official.