Meaning : ଯଜମାନଙ୍କ ଘରେ କର୍ମକାଣ୍ଡର ସବୁକୃତ୍ୟ ଓ ସଂସ୍କାର କରୁଥିବା ବ୍ରାହ୍ମଣ
Example :
ପୁରୋହିତ ଯଜ୍ଞ କରିବାରେ ଲାଗିଛନ୍ତି
Translation in other languages :
A person who performs religious duties and ceremonies in a non-Christian religion.
non-christian priest, priest