Subscribe
URL of the page has been copied to clipboard.
Meaning : ଯେ କର୍କଶ ସ୍ୱଭାବର ବା ଯେ ଝଗଡ଼ା କରୁଥାନ୍ତି
Example : ଜଣେ କର୍କଶ ନାରୀ ହାତରେ ମନୋହରର ଲାଳନପାଳନ ଭାର ପଡ଼ିଲା
Synonyms : କଳହପ୍ରିୟା, କଳହିଣୀ, କଳିତୁଣ୍ଡି, କଳିହୁଡ଼ୀ, କଳେହୀ, ଚଣ୍ଡୀ
Translation in other languages :हिन्दी English
जो कर्कश स्वभाव की हो या झगड़ा करती रहती हो।
Given to quarreling.
Meaning : ଯାହା ଶୁଣିବାରେ କଡ଼ା ଲାଗେ
Example : ସୀତା ନିଜ ପୁଅ ସହିତ କେବେବି କର୍କଶ ସ୍ୱରରେ କଥାବାର୍ତ୍ତା କରେ ନାହିଁ
Synonyms : କଠୋର, କଡ଼ା, ରୁକ୍ଷ
Translation in other languages :हिन्दी
जो सुनने में कड़ा लगे।
Install App