Meaning : କମ୍ ବ୍ୟୟ କରିବା ପ୍ରକ୍ରିୟା
Example :
ସ୍ୱଳ୍ପବ୍ୟୟଦ୍ୱାରା ଧନ ସଂଚୟ କରାଯାଇପାରେ
Synonyms : ଅଳ୍ପବ୍ୟୟ, ସ୍ୱଳ୍ପବ୍ୟୟ
Translation in other languages :
Meaning : ନିର୍ଦ୍ଦିଷ୍ଟ ସୀମା ଭିତରେ ଖର୍ଚ୍ଚ କରିବା କ୍ରିୟା
Example :
କମ୍ଖର୍ଚ୍ଚଦ୍ୱାରା ଅପବ୍ୟୟରୁ ବଞ୍ଚିତ ହୋଇପାରିବ
Synonyms : ମିତବ୍ୟୟ
Translation in other languages :
Extreme care in spending money. Reluctance to spend money unnecessarily.
parsimoniousness, parsimony, penny-pinching, thrift