Meaning : ଯାହା ଧ୍ୱନି ବା ଶବ୍ଦ ରୂପରେ ପ୍ରକଟ ହୋଇଥାଏ
Example :
ଅର୍ଜୁନଙ୍କ ଧନୁର ଟଙ୍କାରରେ ଚଉଦିଗ ନିନାଦିତ ହୋଇଉଠିଲା
Synonyms : ନିନାଦିତ, ପ୍ରତିଧ୍ୱନିତ
Translation in other languages :
Meaning : କମ୍ପୁଥିବା ବା ହଲୁଥିବା
Example :
ଜରରେ ଥରୁଥିବା ପିଲାଟିକୁ ଡାକ୍ତରଖାନା ନିଆଗଲା
Translation in other languages :