Subscribe
URL of the page has been copied to clipboard.
Meaning : ବୈଦ୍ୟର କାମ ବା ପେଶା
Example : ସେ କବିରାଜି କରି ନିଜର ଜୀବିକା ନିର୍ବାହ କରେ
Synonyms : ବୈଦଗିରି
Translation in other languages :हिन्दी
वैद्य का काम या पेशा।
Meaning : ବୈଦ୍ୟ ସମ୍ବନ୍ଧିତ ବା ବୈଦ୍ୟର
Example : ସେ ଜଣେ ବୈଦ୍ୟଙ୍କ ସହିତ ରହି କବିରାଜି ଉପଚାର ସମ୍ବନ୍ଧିତ ଜ୍ଞାନ ଆହରଣ କରୁଛି
Synonyms : ବୈଦିୟ
हकीम संबंधी या हकीम का।
Install App