Meaning : ମୁଣ୍ଡର ଉପର ଓ ସାମ୍ନା ଭାଗ
Example :
ରାମର କପାଳ ତେଜରେ ଝଲକୁଛି
Translation in other languages :
Meaning : ଯେଉଁ ପାତ୍ରରେ ଯଜ୍ଞର ପୁରୋଡ଼ାଶ ପକାଯାଏ
Example :
ପଣ୍ଡିତେ କପାଳରେ ପୁରୋଡ଼ାଶ ପକାଉଛନ୍ତି
Translation in other languages :