Subscribe
URL of the page has been copied to clipboard.
Meaning : ଛେଦ କରିବା କ୍ରିୟା
Example : ଗହଣା ପିନ୍ଧିବା ପାଇଁ ମହିଳାମାନେ ନାକ ଓ କାନ ଛେଦନ କରନ୍ତି
Synonyms : ଛିଦ୍ର, ଛେଦନ, ଫୋଡ଼, ବେଧନ, ରନ୍ଧ୍ର
Translation in other languages :हिन्दी English
छेद करने की क्रिया।
Something that people do or cause to happen.
Meaning : ଯେଉଁ ଲୋକର ଗୋଟିଏ ଆଖି ଖରାପ
Example : ଦୋକାନରେ ଦୁଇ କଣା ନିଜନିଜ ମଧ୍ୟରେ ଝଗଡ଼ା କରୁଥିଲେ
Translation in other languages :हिन्दी
वह आदमी जिसकी एक आँख खराब हो।
Meaning : କୌଣସି ଜିନିଷ ମଝିରେ ଥିବା ଖାଲି ଯାଗା
Example : ଜଳା ବାଟ ଦେଇ ସାପଟି ଘରେ ପ୍ରବେଶ କଲା
Synonyms : ଛିଦ୍ର, ଜଳା, ନଳା, ଫୋଡ଼, ବିନ୍ଧ, ରନ୍ଧ୍ର
किसी चीज़ के बीच में खाली जगह।
An opening into or through something.
Meaning : ଯାହାର ଗୋଟିଏ ଆଖି ଖରାପ ହୋଇଛି ବା ଗୋଟିଏ ଆଖିରେ ଦେଖାଯାଉନାହିଁ
Example : ବସନ୍ତ ରୋଗ ଯୋଗୁଁ ତା'ର ଗୋଟିଏ ଆଖି ଚାଲିଗଲା ଓ ସେ କଣା ହୋଇଗଲା
Synonyms : ଏକଆଖିଆ
जिसकी एक आँख खराब हो या एक आँख से दिखाई न दे।
Having or showing only one eye.
Install App