Meaning : ରୁକ୍ଷ ହେବାର ଅବସ୍ଥା ବା ଭାବ
Example :
ସ୍ୱାର୍ଥ ଯୋଗୁଁ ମୁଁ ତାଙ୍କ କଠୋରତା ସହିନେଉଛି ନହେଲେ କଠୋରତା କଣ ଭଲ ଲାଗେ?
Synonyms : ଉଗ୍ରତା, କର୍କଶତା, ରୁକ୍ଷତା
Translation in other languages :
Venom secreted by certain snakes.
snake venomMeaning : କଠୋର ହେବାର ଅବସ୍ଥା ବା ଭାବ
Example :
ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ
Translation in other languages :
Meaning : ନିର୍ଦ୍ଦୟ ହେବାର ଅବସ୍ଥା ବା ଭାବ
Example :
ସୁରେଶ ଶ୍ରମିକମାନଙ୍କ ସହିତ ନିର୍ଦ୍ଦୟତା ସହିତ ବ୍ୟବହାର କରୁଛି
Synonyms : କରୁଣାହୀନତା, କ୍ରୁରତା, ଦୟାହୀନତା, ନିର୍ଦ୍ଦୟତା, ନିଷ୍ଠୁରତା, ନୃଶଂସତା, ହୃଦୟହୀନତା
Translation in other languages :
Meaning : ରୁକ୍ଷ ହେବାର ଅବସ୍ଥା ବା ଭାବ
Example :
ରକ୍ଷା ଆଜି ବଡ଼ ରୁକ୍ଷତାରସହ ମୋତେ କଥାବାର୍ତ୍ତା କଲା
Translation in other languages :
Objectivity and detachment.
Her manner assumed a dispassion and dryness very unlike her usual tone.Meaning : କଠୋର ବ୍ୟବହାର
Example :
କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ
Synonyms : କଠୋରପଣ
Translation in other languages :