Meaning : କିଛି ଜିନିଷ କାଟିଲାପରେ ବଳି ପଡିଥିବାଲୁଗା,କାଗଜଆଦିର ଛୋଟ ରଦି ଟୁକୁଡ଼ା
Example :
ଏହି ଟୋକେଇଟି କଟା କନା ଓ କାଗଜଆଦି ରଖିବା କାମରେ ଆସୁଛି
Translation in other languages :
A small piece of something that is left over after the rest has been used.
She jotted it on a scrap of paper.