Subscribe
URL of the page has been copied to clipboard.
Meaning : ଛପ୍ପୟ ଛନ୍ଦର ଏକସ୍ତରୀ ଭେଦରୁ ଗୋଟିଏ
Example : ତାଙ୍କ ଦ୍ବାରା ଲିଖିତ କନ୍ଦ ପ୍ରସିଦ୍ଧ
Synonyms : କନ୍ଦ
Translation in other languages :हिन्दी
छप्पय छंद के इकहत्तर भेदों में से एक।
Meaning : ତେର ଅକ୍ଷରଯୁକ୍ତ ଏକ ବର୍ଣ୍ଣବୃତ୍ତ
Example : କନ୍ଦ ବର୍ଣ୍ଣବୃତ୍ତର ପ୍ରତ୍ୟେକ ଚରଣରେ ଚାରୋଟି ଯଗଣ ତଥା ଏକ ଲଘୁ ଥାଏ
Synonyms : କଂଦ ବର୍ଣ୍ଣବୃତ୍ତ, କନ୍ଦ, କନ୍ଦ ବର୍ଣ୍ଣବୃତ୍ତ
Translation in other languages :हिन्दी English
तेरह अक्षरों का एक वर्णवृत्त।
(prosody) a system of versification.
Meaning : ମାଂସଳ ଏବଂ ବିନା ତନ୍ତୁଦାର ମୂଳ
Example : ପ୍ରାଚୀନ କାଳରେ ମୁନିଋଷିମାନେ କନ୍ଦ, ଫଳଆଦି ଖାଇ ଜୀବନ ଧାରଣ କରୁଥିଲେ
गूदेदार और बिना रेशे की जड़।
A fleshy underground stem or root serving for reproductive and food storage.
Install App