Meaning : ପାହାଡ଼ିଆ ଅଞ୍ଚଳରେ ହେଉଥିବା ଏକ ଘାସ
Example :
କଙ୍ଗନା ଘାସ ବଳଦ,ଘୋଡ଼ା ଆଦି ବଡ଼ ଆଗ୍ରହରେ ଖାଆନ୍ତି
Synonyms : କଂଗନା ଘାସ, କଙ୍ଗନା, କଙ୍ଗନା ଘାସ
Translation in other languages :
Meaning : ଏକ ପ୍ରକାରର ଗୀତ
Example :
କଙ୍କଣ ବାନ୍ଧିବା ସମୟରେ କଙ୍ଗନା ଗୀତ ଗାନ କରାଯାଏ
Synonyms : କଂଗନା ଗୀତ, କଙ୍ଗନା, କଙ୍ଗନା ଗୀତ
Translation in other languages :