Meaning : ଓଜନିଆ ହେବାର ଅବସ୍ଥା ବା ଭାବ
Example :
ଓଜନିଆ ହୋଇଥିବାରୁ ସେ ଏହି ବସ୍ତୁକୁ ଉଠାଇପାରିଲା ନାହିଁ
Synonyms : ଭାରି
Translation in other languages :
Meaning : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି
Example :
ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ
Synonyms : ଗୁରୁତ୍ୱପୂର୍ଣ୍ଣ, ଭାରୀ
Translation in other languages :