Meaning : ଯେଉଁ ବ୍ୟକ୍ତିଙ୍କୁ ଉପେକ୍ଷା କରାଯାଇଛି ବା ଯାହାଙ୍କପ୍ରତି ଧ୍ୟାନ ଦିଆ ଯାଇ ନାହିଁ
Example :
ସେମାନେ ଜୀବନସାରା ଗରିବ ତଥା ଉପେକ୍ଷିତମାନଙ୍କର ସେବା କରୁଥିଲେ
Translation in other languages :
Meaning : ଯାହାକୁ ତିରସ୍କାର କରାଯାଇଛି
Example :
ତିରସ୍କୃତ ପିଲାମାନଙ୍କ ମନରେ ହୀନ ଭାବନା ଜାତ ହୁଏ
Translation in other languages :
Meaning : ଯାହା ଉପରେ ଧ୍ୟାନ ଦିଆଯାଇନାହିଁ
Example :
ଏହି ଗାଁ ଆଜିବି ଶାସନ କଳ ଦ୍ୱାରା ଉପେକ୍ଷିତ ସେ ମୋ କଥାକୁ ଭୃକ୍ଷେପ କଲାନାହିଁ
Translation in other languages :
जिसपर ध्यान न दिया गया हो।
यह गाँव शासन द्वारा आज भी उपेक्षित है।Lacking a caretaker.
A neglected child.